Special Report: Alert! Onions Spreading Infections Rapidly, All You Need To Know

ODIAAA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ପିଆଜରୁ ବ୍ୟାପୁଛି ଭୟଙ୍କର ସାଲମୋନେଲା ବ୍ୟାକ୍ଟେରିଆ । କରୋନା ବେଳେ ପୁଣେ ବ୍ୟାପିଲା ନୁଆ ସଂକ୍ରମଣ । 400 ରୁ ଅଧିକ ଲୋକ ହେଲେନି ସଂକ୍ରମିତ ଆଲର୍ଟ ଜାରି କଲେ ସରକାର । ବିଶ୍ୱକୁ କରୋନା ସଂକ୍ରମଣ ଟେନସନ ଦଉଥିବା ବେଳେ ପୁଣି ଏକ ନୁଆ ସଂକ୍ରମଣ ବ୍ୟାପୁଥିବାରୁ ଚିନ୍ତା ବଢିଯାଇଛି । ଏହିଁ ସଂକ୍ରମଣ ବାୟୁ କିମ୍ବା ଅନ୍ୟ କୋଣସି ଉପାୟରେ ନୁହ ବରମ ପିଆଜରୁ ବ୍ୟାପିବା ନେଇ ଚ୍ରଚା ଜର ଚାଲିଛି । ଯାହାକୁ ନେଇଁ ଏବେ ସମସ୍ତେ ଚିନ୍ତାରେ । ଏତେ ମାତ୍ରାରେ ଲୋକଙ୍କୁ ସଂକ୍ରମଣ କଲାନିଯେ ଭୁତାଣୁକୁ ବ୍ୟାପିବାରୁ କେମିତି ରୋକା ଯିବ ସେ ଲେଇ ବୋଠକ ପରେ ବୋଠକ କରୁଛନ୍ତି ଆମେରିକା ସରକାର ।

କରୋନା ବଶ୍ୱକୁ ଧରାସହ କରୁଥିବା ବେଳେ ପୁଣି ଏକ ନୁଆ ସଂକ୍ରମଣ ଅଡୁଆ ବଢେଇ ଦେଇଛି । ମଳିଥିବା ସୁଚନା ଅନୁସାରେ ନାଲି ଓ ହଳଦୀଆ ପଆଜରୁ ଏହିଁ ମାରତ୍ମକ ସଂକ୍ରମଣ ବ୍ୟାପୁଥିବା ବରତମାନ ସାମ୍ନାକୁ ଆସୁଛି ଭୁତାଣଉ ପାଖା ପାଖି 34ରାଜ୍ୟକୁ ବ୍ୟାପିଥିବା ବେଳେ 400 ଲୋକ ସଂକ୍ରମଣରେ ପଡିଲେନି । ତେବେ ଜେଉମାନେ ଏପରି ପିଆଜରେ ଖାଇବା ପସ୍ତୁତ କରିଛନ୍ତି କିମ୍ବା ଘରେ ରଖିଛନ୍ତି ସେମାନେ ତାକୁ ବାହାରି ଫପାଡି ଦେବାକୁ ସ୍ଥାନିଅ ଶ୍ୱାସ୍ଥ ବିଭାଗ ଗାଇଡ୍ ଲାଇନି ଜାରି କରିଛି । ଅତ୍ରଯାତୀୟ ଗଣ ମାଧ୍ୟମ ସୁଚନା ଅନୁସାରେ ଏହିଁ ମାରାତ୍ମକ ଭୁତାଣୁ ପ୍ରଥମ କରି କାନାଡା ସହରରେ ଦେଖ ଯାଇଥିଲା । ପରେ ପରେ ଏହା ଅନ୍ୟ ସହରକୁ ବ୍ୟାପିବାର ଦେଖିବାକୁ ମଳିଛି ।

ଏବଳ ଏତିକି ନୁହ ଭୁତାଣୁରେ ସଂକ୍ରମିତ ହୋଇ 60ରୁ ଅଧିକ ଲୋକ ମେଡିକାଲରେ ଭ୍ରତି ହୋଇଥେବା ଜଣା ଯାଇଛି । କଣ ରହିଛି ସଂକ୍ରମଣର ଲକ୍ଷଣ । ସାଲମୋନେଲା ବ୍ୟାକ୍ଟେରିଆରୁ ବାୟାପୁଥିବା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କୁ ଜ୍ୱରହେବା ସହ ପେଟ ବଥା ହେଉଛି । ବ୍ୟାକ୍ଟେରିଆରୁ ସଂକ୍ରମିତ ହେବାର 6 ଘଣ୍ଟାରୁ 6 ଦୀନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇପାରେ । ସଂକ୍ରମଣ ବଢିଲେ ତାହା ପୁରା ଶରୀରକୁ ସଂକ୍ରମଣ କରିଦେଇପାରେ । ମାରାତ୍ମକ ଭୁତାଣୁରେ 5 ବର୍ଷର ପିଲା ଓ 65 ବର୍ଷଠାରୁ ଅଧିକ ବୟସ ଲୋକଙ୍କୁ କ୍ଷତି ପହଂଚାଇ ପାରେ । ବ୍ରତମାନ ସୁଧା ହୋଇଥିବା ତଦନ୍ତ ଅନୁସାରେ କେବଳ ପିଆଜରୁ ହିଁ ଏହିଁ ମାରାତ୍ମକ ରୋଗ ବ୍ୟାପିଛି । ଆମେରିକା ଓ କାନାଡାରେ ଉତ୍ତପାଦନ କାରି କମ୍ପାନୀକୁ ମଧ୍ୟ ଜବାବ୍ ତଲଭ କରାଯାଇଛି ।

କମ୍ପାନୀର ଜଣେ ବରିଷ୍ଟ ଅଧିକାରି କହିଛନ୍ତି ଯେ ପିଆଜରୁ ଏହିଁ ସଂକ୍ରମଣ ବ୍ୟାପୁଥିବା ବେଳେ ପିଆଜ ଉତୁପାଦନ ସ୍ଥଳକୁ ଥଦନ୍ତ କାରି ଟିମ୍ ଯାଇଛନ୍ତି । କେଉ ପରିସ୍ଥିତିରୁ ଓ କାହିକି ଏହା ବ୍ୟାପୁଛି ତାହାର ଅନୁ ସନ୍ଧାନ ସମ୍ପାନୀ ପକ୍ଷରୁ କହିବା ଲାଗୀ ଚେଷ୍ଟା କରାଯାଉଛି । ତେବେ ବ୍ରତମାନ ପରିସ୍ଥିତିରେ କିପରି ଭାବରେ ଏହାକୁ ରୁକା ଯାଇପାରିବ ସେ ନେଇ ଚିନ୍ତା କରାଯାଉଛି । କାରଣ କୋରନା ସାଙ୍ଗରେ ପଣି ଏକ ନୁଆ ସଂକ୍ରମଣ ବ୍ୟାପୁ ଥିବାରୁ ଏବେ ଚିନ୍ତାରେ ଆମେରିକା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *